ଗୁଳି ବାଜି ଆହତ ଅଭିନେତା ଗୋବିନ୍ଦା
ନିଜ ଗୁଳିରେ ନିଜେ ଆହତ ହୋଇଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ସକାଳ ପ୍ରାୟ ୪ଟା ୪୫ମିନିଟ୍ ରେ ଗୋବିନ୍ଦା ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସଫା କରୁଥିବା ବେଳେ ଭୁଲ୍ ବଶତଃ ଗୁଳି ବାଜି ଘଟିଛି ଏହି ଅଘଟଣ । ଆହତ ଅବସ୍ଥାରେ ତାଙ୍କୁ ମୁମ୍ବାଇର କ୍ରିଟିକ୍ କେୟାର୍ ହାସପାତାଳରେ କରାଯାଇଛି ଭର୍ତ୍ତି । ବର୍ତ୍ତମାନ ସେ ବିପଦମୁକ୍ତ ଥିବା ମିଳିଛି ସୂଚନା।
Jangyaseni Parida