ବର୍ଷାରେ ଭିଜିପାରେ ଦଶହରା

Oct 1, 2024 - 12:09
 0  2
ବର୍ଷାରେ ଭିଜିପାରେ ଦଶହରା

ବର୍ଷାରେ ଭିଜିପାରେ ଦଶହରା। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ରହିଛି ସମ୍ଭାବନା  । ଫଳରେ ୪ ତାରିଖରୁ ରାଜ୍ୟରେ  ବୃଦ୍ଧି ପାଇବ ବର୍ଷାର ପରିମାଣ। ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ  ବିକ୍ଷିପ୍ତ ବର୍ଷା । ହେଲେ ରାଜ୍ୟର କେଉଁ ଜିଲ୍ଲାରେ ଏହାର କେତେ ପ୍ରଭାବ ପଡ଼ିବ ସେ ନେଇ ଆକଳନ ହୋଇନଥିବା କହିଛି ପାଣିପାଗ କେନ୍ଦ୍ର  । 

What's Your Reaction?

like

dislike

love

funny

angry

sad

wow