ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର

Oct 1, 2024 - 11:46
 0  2
ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର

 ଆଜିଠୁ ଦେଶରେ ଲାଗୁ ହେଉଛି ଅନେକ ନୂଆ ନିୟମ । ଯାହା ଲୋକମାନଙ୍କ ଦୈନନ୍ଦିନ ଜୀବନ ଉପରେ ପକାଇବ ପ୍ରଭାବ। ଏଲପିଜି ସିଲିଣ୍ଡରଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ, ସୁକନ୍ଯା ସମୁଦ୍ଧି ଏବଂ ପିପିଏଫ ଆକାଉଣ୍ଟ ଆଦି କ୍ଷେତ୍ରରେ ହେଉଛି ବଡ଼ ପରିବର୍ତ୍ତନ ।୪୮.୫୦ରୁ ୫୦ ଟଙ୍କା ଯାଏଁ ବୃଦ୍ଧି ପାଇଛି ୧୯ କିଲୋଗ୍ରାମ ଗ୍ୟାସ୍‌ ଯୁକ୍ତ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର। 

-ସେହପରି ଆଧାର ନମ୍ବର ସ୍ଥାନରେ ଆଧାର ଏନରୋଲମେଣ୍ଟ୍ ନମ୍ବର ଉଲ୍ଲେଖ କରିବା ସୁବିଧା ହେବ ବନ୍ଦ  
-ଆୟକର ଦାଖଲ ବେଳେ ଦେବାକୁ ପଡ଼ିବନି ପାନ୍ କାର୍ଡରେ ଆଧାର ଏନରୋଲମେଣ୍ଟ ଆଇଡି 
-ପିଏଫ, ସୁକନ୍ୟା ସମୃଦ୍ଧି ଭଳି ସ୍ବଳ୍ପ ସଞ୍ଚୟ ସ୍କିମରେ ଲାଗୁ ହେବ ନୂତନ ସୁଧହାର
-ଆୟ ଉତ୍ସରୁ ଟିକସ ନିୟମରେ ବଜେଟରେ କରାଯାଇଥିବା ପରିବର୍ତ୍ତନ ହେବ ଲାଗୁ
-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଣ୍ଡ୍ ଉପରେ ଲାଗିବ ୧୦ ପ୍ରତିଶତ ଟିଡିଏସ
-ଜୀବନ ବୀମା ପଲିସି, ଘରଭଡା ଆଦି ଉପରେ ବଦଳିବ ଟିଡିଏସ
-ଫ୍ୟୁଚର ଆଣ୍ଡ ଅପସନସ୍ ପାଇଁ ପ୍ରତିଭୂତି କାରବାର ଟିକସରେ ହୋଇଥିବା ବୃଦ୍ଧି ହେବ ଲାଗୁ
-ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍ କାର୍ଡ, ଏଚଡିଏଫସି ବ୍ୟାଙ୍କର କ୍ରେଡିଟ କାର୍ଡ ଓ ପିଏନବିର ଶୁକ୍ଲରେ ଲାଗୁ ହେବ କେତେକ ପରିବର୍ତ୍ତନ

What's Your Reaction?

like

dislike

love

funny

angry

sad

wow