ଘାଟିରେ ସେନାକୁ ବଡ଼ ସଫଳତା

Oct 20, 2024 - 13:01
 0  5
 ଘାଟିରେ ସେନାକୁ ବଡ଼ ସଫଳତା

 ଘାଟିରେ ସେନାକୁ ମିଳିଛି ବଡ଼ ସଫଳତା । ଗତକାଲି ରାତିରୁ କାଶ୍ମୀର ଉରୀରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ମୁହାଁମୁହିଁ । ରାତିତମାମ ସେନାର ଅଭିଯାନ ଜାରି ରହିଥିବାବେଳେ ଏଥିରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସେନାର ଯବାନ । ଏନକାଉଣ୍ଟରରେ ନିପାତ ହୋଇଛି  ଜଣେ ଆତଙ୍କବାଦୀ। 

 

What's Your Reaction?

like

dislike

love

funny

angry

sad

wow