ଜାନୁଆରୀ ୩ରୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

Oct 20, 2024 - 12:20
 0  4
ଜାନୁଆରୀ ୩ରୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଏହି ଯାତ୍ରା ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୧୦ ଦିନ ଧରି ଚାଲିବ। ଏନେଇ ଧନୁଯାତ୍ରା କମିଟିର ପ୍ରଥମ ବୈଠକରେ ହୋଇଛି ନିଷ୍ପତ୍ତି ।

What's Your Reaction?

like

dislike

love

funny

angry

sad

wow