ଘାଟିରେ ସେନାକୁ ବଡ଼ ସଫଳତା

ଘାଟିରେ ସେନାକୁ ମିଳିଛି ବଡ଼ ସଫଳତା । ଗତକାଲି ରାତିରୁ କାଶ୍ମୀର ଉରୀରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ମୁହାଁମୁହିଁ । ରାତିତମାମ ସେନାର ଅଭିଯାନ ଜାରି ରହିଥିବାବେଳେ ଏଥିରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସେନାର ଯବାନ । ଏନକାଉଣ୍ଟରରେ ନିପାତ ହୋଇଛି ଜଣେ ଆତଙ୍କବାଦୀ।
What's Your Reaction?






