ଚାକିରି ଦେବା ନାଁରେ ଠକେଇ କରି ମହିଳା ସ୍ବେଚ୍ଛାସେବୀ ଗିରଫ

Feb 14, 2026 - 14:14
 0  1
ଚାକିରି ଦେବା ନାଁରେ ଠକେଇ କରି  ମହିଳା ସ୍ବେଚ୍ଛାସେବୀ ଗିରଫ

ଚାକିରି ଦେବା ନାଁରେ ଠକେଇ କରି ବନ୍ଧା ହୋଇଛନ୍ତି ମହିଳା ସ୍ବେଚ୍ଛାସେବୀ ସୁରେଶ୍ୱରୀ ଜେନା। ସେ ନିଜକୁ ମହିଳା ସ୍ବେଚ୍ଛାସେବୀ ପରିଚୟ ଦେଇ ଲୋକମାନଙ୍କୁ ଦେଖାଉଥିଲେ ଚାକିରି ଦେବାର ପ୍ରଲୋଭନ। ଏପରିକି ସେମାନଙ୍କଠାରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା । ଏନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୋଲିସର ଏକ ଦଳ କେନ୍ଦୁଝର ଯାଇ ସେଠାରୁ ତାଙ୍କୁ ଗିରଫ କରିଥିବା ମିଳିଛି ସୂଚନା ।ସୂଚନା ଯୋଗ୍ୟ ଯେ, ଗିରଫ ଭୟରେ ଉଚ୍ଚନ୍ୟାୟଳୟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁରେଶ୍ୱରୀ ।

What's Your Reaction?

like

dislike

love

funny

angry

sad

wow