ଟ୍ରକକୁ ପିଟିଲା ତୀର୍ଥଯାତ୍ରୀ ବସ୍, ୧୩ ମୃତ

Jun 28, 2024 - 14:17
 0  2
ଟ୍ରକକୁ ପିଟିଲା ତୀର୍ଥଯାତ୍ରୀ ବସ୍, ୧୩ ମୃତ

ଆଜି କର୍ଣ୍ଣାଟକର ପୁଣେ-ବେଙ୍ଗାଲୁର ରାଜପଥରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏକ ମିନି ବସ୍ ଏକ ପାର୍କିଂ ଟ୍ରକକୁ ଧକ୍କା ଦେବା ପରେ ୧୩ ଜଣଙ୍କର ହୋଇଛି ମୃତ୍ୟୁ । ସେହିପରି ଦୁର୍ଘଘଟଣାରେ ଆହତ ହୋଇ ହାସପାତାଳରେ ଭର୍ତ୍ତି ହୋଇଛନ୍ତି ୪ ଜଣ ଲୋକ। ଏକ ମିନି ବସରେ ୧୭ ଜଣ ତୀର୍ଥଯାତ୍ରା ବେଲାଗାଭି ଜିଲ୍ଲା ତୀର୍ଥଯାତ୍ରା ସାରି ଫେରିବା ସମୟରେ  ହାଭେରୀ ଜିଲ୍ଲାର ଗୁଣ୍ଡେନାହାଲି କ୍ରସିଂ ନିକଟରେ ଘଟିଛି ଏହି ଦୁର୍ଘଟଣା ।ତେବେ  ଦୁର୍ଘଟଣାର କାରଣ ଜଣାପଡି ନ ଥିବାବେଳେ ବସ୍ ଡ୍ରାଇଭର୍ ଢୋଳେଇ ପଡ଼ିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରୁଛି ପୁଲିସ। 

What's Your Reaction?

like

dislike

love

funny

angry

sad

wow