ନବ ଦାସଙ୍କ ବିଭିନ୍ନ ଠିକଣାରେ ଜାରି ରହିଛି ଆୟକର ଯାଞ୍ଚ
The Income Tax Department has conducted raids at the residence of late former Health Minister Naba Das. The raids were carried out on properties linked to his son, Vishal Das, including a shell company registered in his name, his ancestral house in Modipada, Sambalpur, Hotel Mandarin, and a bar located in Bhalupali. The Income Tax officials have verified documents in the presence of Vishal Das. The department has been conducting these raids continuously for the last four days in connection with illegal financial transactions. Raids have also been conducted in Sambalpur, Jharsuguda, Sundargarh, Bhubaneswar, and Delhi.

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଘରେ ଆୟକର ବିଭାଗର ଚଢାଉ। ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ନାଁରେ ଥିବା ଭୂତ କମ୍ପାନୀ ଓ ସମ୍ବଲପୁରର ମୋଡ଼ିପଡ଼ା ଠାରେ ଥିବା ତାଙ୍କ ପୁରୁଣା ବାସଭବନ,ହୋଟେଲ ମାଣ୍ଡାରିନ୍, ଭାଲୁପାଲି ସ୍ଥିତ ଏକ ବାରରେ ଚଢାଉ କରିଛି ଆୟକର ବିଭାଗ। ବିଶାଳ ଦାସଙ୍କ ସାମ୍ନାରେ କାଗଜପତ୍ର ଯାଞ୍ଚ କରିଛନ୍ତି ଆୟକର ଅଧିକାରୀ। ଲଗାତାର ୪ ଦିନ ଧରି ଆୟକର ବିଭାଗ ବେଆଇନ ଅର୍ଥନୈତିକ କାରବାର ନେଇ କରିଛି ଚଢାଉ। ସମ୍ବଲପୁର ସମେତ ଝାରସୁଗୁଡ଼ା, ସୁନ୍ଦରଗଡ଼, ଭୁବନେଶ୍ବର ଓ ଦିଲ୍ଲୀରେ କରାଯାଇଛି ଚଢାଉ।
What's Your Reaction?






