ନଭେମ୍ବରରେ ମିଳିବ ନୂଆ ରାସନ କାର୍ଡ

ନଭେମ୍ବରରେ ମିଳିବ ନୂଆ ରାସନ କାର୍ଡ । ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି , ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ କାର୍ଡ । ପ୍ରାୟ ୧୦ ଲକ୍ଷ ଲୋକ ରାସନ କାର୍ଡ ପାଇଁ କରିଛନ୍ତି ଆବେଦନ । ବର୍ତ୍ତମାନ ରାସନ କାର୍ଡର ଇ-କେୱାଇସି ଚାଲିଥିବାରୁ ଯାଞ୍ଚ ପରେ ଏଥିରୁ ବାହାରିବେ ଅନେକ ଅଯୋଗ୍ୟ । ଏହା ପରେ ନୂଆ ହିତାଧିକାରୀଙ୍କୁ ଦିଆଯିବ ରାସନକାର୍ଡ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
What's Your Reaction?






