ନିର୍ଭୁଲ ରହିବ ୨୦୨୬-୨୭ ପାଞ୍ଜି ଏବଂ କ୍ୟାଲେଣ୍ଡର

All information in the 2026–27 Panji and calendar will be accurate. After the coordination meeting at the Shrimandir office, Chief Administrator Arabinda Padhi stated this. Five publishers will publish verified data. People have been requested to ensure accuracy. Kohinoor, Radharamana, Bhagyadeep, Arunoday, and GN Tripathi have received official permission.

Feb 10, 2026 - 16:03
 0  1
ନିର୍ଭୁଲ ରହିବ ୨୦୨୬-୨୭ ପାଞ୍ଜି ଏବଂ କ୍ୟାଲେଣ୍ଡର

ନିର୍ଭୁଲ ରହିବ ୨୦୨୬-୨୭ ପାଞ୍ଜି ଏବଂ କ୍ୟାଲେଣ୍ଡରର ସମସ୍ତ ତଥ୍ୟ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକା ସମୀକରଣ ବୈଠକ ଶେଷପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।ସେ ଆହୁରି କହିଛନ୍ତି ଯେ,  ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରକାଶନ କରିବେ ପାଞ୍ଚଜଣ ପ୍ରକାଶକ।ପଞ୍ଜିକାରେ  ନିର୍ଭୁଲ ତଥ୍ୟ ପ୍ରଦାନ ପାଇଁ ସମସ୍ତଙ୍କୁ କରାଯାଇଛି ଅନୁରୋଧ ।ପାଞ୍ଜି ଏବଂ କ୍ୟାଲେଣ୍ଡର ପାଇଁ କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍ ତ୍ରିପାଠୀକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଛି ଅନୁମତି ।

What's Your Reaction?

like

dislike

love

funny

angry

sad

wow