ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

Sep 14, 2024 - 15:49
 0  1
ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

ଚାଇନାରେ ଚାଲିଥିବା ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି ୨୦୨୪ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତୀୟ ପୁରୁଷ ହକି ଦଳ। ୨-୧ଗୋଲରେ  ପାକିସ୍ତାନ ଦଳକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଭାରତ। ଭାରତ ପାଇଁ ଦୁଇଟି ଗୋଲ କରିଛନ୍ତି ଅଧିନାୟକ ହରମନପ୍ରୀତ ସିଂହ। ଲିଗ୍‌ ପର୍ଯ୍ୟାୟରେ ସମସ୍ତ ୫ଟି ଯାକ ମ୍ୟାଚ ଜିତି ଫାଇନାଲକୁ ଉତୀର୍ଣ୍ଣ ହୋଇଛି ଭାରତ।

What's Your Reaction?

like

dislike

love

funny

angry

sad

wow