ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଲେ ମୋଦି

On the second day of his Gujarat visit, Prime Minister Narendra Modi held a massive roadshow in Gandhinagar today. While praising the success of Operation Sindhur, he lauded the armed forces extensively. Modi also issued a strong warning to Pakistan, stating that India will give a fitting reply to any attack, whether big or small. He added that even a minor hint of terrorist activity would trigger a major response. India’s only goal is to eliminate terrorism, and terrorists will be wiped out completely. The Prime Minister also indirectly targeted China and urged citizens to pledge not to buy any kind of foreign goods.

May 27, 2025 - 14:45
 0  4
ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଲେ ମୋଦି

ଗୁଜରାଟ ଗସ୍ତର ୨ୟ ଦିନରେ ଆଜି ଗାନ୍ଧୀ ନଗରରେ ବିଶାଳ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅପରେସନ ସିନ୍ଦୂରର ସଫଳତା ବଖାଣିବା ସହ ସେନାଙ୍କୁ କରିଛନ୍ତି ଭୁରି ଭୁରି ପ୍ରଂଶସା । ଏଥିସହ ପୁଣି ପାକିସ୍ତାନକୁ ଚେତାବନୀ ଦେଇ ମୋଦୀ  କହିଛନ୍ତି ଯେ, ଆକ୍ରମଣ ଛୋଟ ହେଉ କି ବଡ ସବୁ ଆକ୍ରମଣର ଦିଆଯିବ ମୁହଁତୋଡ ଜବାବ । ଆତଙ୍କୀ କାର୍ଯ୍ୟକଳାପର ସାମାନ୍ୟ ସୁରାକ ମିଳିବା ମାତ୍ରକେ ଗ୍ରହଣ କରାଯିବ ବଡ କାର୍ଯ୍ୟାନୁଷ୍ଠାନ। ଆତଙ୍କବାଦ ବିରୋଧରେ ଭାରତର ଏକ ମାତ୍ର ଲକ୍ଷ୍ୟ, ମାଟିରେ ମିଶିବେ ଆତଙ୍କୀ । ଏଥିସହ ଚୀନକୁ ମଧ୍ୟ ପରୋକ୍ଷରେ ନିଶାଣ କରିଛନ୍ତି ପ୍ରଧାନମନ୍ତ୍ରୀ । କୌଣସି ପ୍ରକାର ବିଦେଶୀ ସାମଗ୍ରୀ ନକିଣିବାକୁ ଦେଶବାସୀଙ୍କଠୁ ପ୍ରତିଶ୍ରୁତି ଚାହିଁଛନ୍ତି ମୋଦୀ । 

What's Your Reaction?

like

dislike

love

funny

angry

sad

wow