ବର୍ତ୍ତି ପାରିବେନି ଖଣି ମାଫିଆ, ରାଜସ୍ୱ ମନ୍ତ୍ରୀ ଦେଲେ ଚେତାବନୀ

No More Room for Mining Mafia, Says Revenue Minister in Sundargarh Visit During his visit to Sundargarh today, Revenue Minister Suresh Pujari stated that there will no longer be any leniency towards mining mafias. Not only will action be taken against those involved in illegal mining, but also against individuals who support or protect them. The Chief Minister has already ordered an investigation into mining-related corruption. This probe is currently being conducted by a Special Investigation Team (SIT). The Revenue Minister added that the SIT will be further strengthened if necessary to ensure thorough accountability.

May 27, 2025 - 16:01
 0  9
ବର୍ତ୍ତି ପାରିବେନି ଖଣି ମାଫିଆ, ରାଜସ୍ୱ ମନ୍ତ୍ରୀ ଦେଲେ ଚେତାବନୀ

ଆଉ ବର୍ତ୍ତି ପାରିବେନାହିଁ ଖଣି ମାଫିଆ।ଆଜି ସୁନ୍ଦରଗଡ଼ ଗସ୍ତରେ ଆସି ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କେବଳ ଲୁଟ୍‌ କରୁଥିବା ମାଫିଆ ନୁହଁ, ବରଂ ସେମାନଙ୍କୁ ପ୍ରଶ୍ରୟ ଦେଉଥିବା ଲୋକଙ୍କ ବିରୋଧରେ ବି ହେବ କାର୍ଯ୍ୟାନୁଷ୍ଠାନ । ଖଣି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ। ଏହାର ତଦନ୍ତ କରୁଛି ଏସ୍‌ଆଇଟି। ଆବଶ୍ୟକ ପଡ଼ିଲେ ଏସ୍‌ଆଇଟିକୁ ଆହୁରି ମଜଭୁତ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । 

What's Your Reaction?

like

dislike

love

funny

angry

sad

wow