ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

Low Pressure Forms Over Bay of Bengal, Monsoon Likely to Reach Odisha in 2–3 Days A low-pressure area has formed over the northwestern Bay of Bengal due to the influence of an active cyclonic circulation. It is likely to intensify further over the next 48 hours and gradually move in a northward direction. Meanwhile, the southwest monsoon is expected to touch Odisha within the next 2 to 3 days. Weather conditions remain favorable for the monsoon’s advancement into the state. While the monsoon reached Kerala on the 24th, pre-monsoon showers continue across Odisha.

May 27, 2025 - 16:03
 0  5
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଧିରେ ଧିରେ ଉତ୍ତରମୁହାଁ ହେବାର ରହିଛି ସମ୍ଭାବନା ।ସେପଟେ ୨ରୁ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀବାୟୁ । ମୌସୁମୀ ଓଡ଼ିଶା ଛୁଇଁବାକୁ ଅନୁକୂଳ ରହିଛି ପାଗ । ଗତ ୨୪ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିବା ବେଳେ ରାଜ୍ୟରେ ଜାରି ରହିଛି ପ୍ରାକ୍ ମୌସୁମୀ ବର୍ଷା।

What's Your Reaction?

like

dislike

love

funny

angry

sad

wow