ଜାଡ଼ରେ ଥରୁଛି ସାରା ଓଡିଶା
Cold conditions continue to grip the entire state of Odisha. There is little possibility of any major change in the cold wave conditions till the New Year. However, the Regional Meteorological Centre has informed that after the next 24 hours, the minimum temperature may rise by about 2 to 3 degrees Celsius. Currently, temperatures in 15 cities across the state have dropped below 10 degrees Celsius.
ଜାଡ଼ରେ ଥରୁଛି ସାରା ଓଡିଶା। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ନାହିଁ ସମ୍ଭାବନା । ତେବେ ଆସନ୍ତା ୨୪ ଘଣ୍ଟା ପରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ବଢିପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ୧୦ ଡିଗ୍ରୀ ତଳେ ରହିଛି ୧୫ ସହରର ତାପମାତ୍ରା।
What's Your Reaction?