୨୧ ତାରିଖ ଯାଏ ରାଜ୍ୟରେ ଜାରି ରହିବ ବର୍ଷା
Heavy rainfall will continue in the state till the 21st. On the 19th, heavy rain is expected in parts of Rayagada, Koraput, Kalahandi, Kandhamal, and Gajapati. On the 20th, Mayurbhanj, Keonjhar, and Koraput may experience thunderstorms along with heavy rain. Similarly, on the 21st, Mayurbhanj, Keonjhar, Ganjam, Gajapati, Rayagada, Kandhamal, Puri, Khordha, Nayagarh, Sonepur, Boudh, Nuapada, Balangir, Kalahandi, Nabarangpur, Koraput, and Malkangiri are likely to receive rain with thunderstorms. This forecast has been issued by the Meteorological Department.
ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ଜାରି ରହିବ ଅଧିକ ବର୍ଷା ।୧୯ ତାରିଖରେ ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ଗଜପତିର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ୨୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ କୋରାପୁଟରେ ଘଡ଼ଘଡ଼ି ସହ ହୋଇପାରେ ପ୍ରବଳ ବର୍ଷା । ସେହିପରି ୨୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା ,କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ହେବାର ରହିଛି ସମ୍ଭାବନା। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
What's Your Reaction?