ଓଡ଼ିଶା ବନ୍ଦ ଯୋଗୁ ୧୫୦୦ କୋଟି ଟଙ୍କା କ୍ଷତି ସହିଛି ଓଡ଼ିଶା

The state’s economy was significantly affected by the Odisha Bandh held yesterday by Congress and Left parties over the Balasore FM student’s suicide case. Odisha incurred a loss of approximately ₹1,500 crore in a single day, with the transport sector facing the brunt of the damage. Economist Rajiv Sahu shared this estimate and impact analysis.

Jul 18, 2025 - 14:35
 0  11
ଓଡ଼ିଶା ବନ୍ଦ ଯୋଗୁ ୧୫୦୦ କୋଟି ଟଙ୍କା କ୍ଷତି ସହିଛି ଓଡ଼ିଶା

ବାଲେଶ୍ଵର ଏଫ୍ଏମ୍ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ ଗତକାଲି କଂଗ୍ରେସ ଓ ବାମପନ୍ଥୀଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ଓଡ଼ିଶା ବନ୍ଦ ଯୋଗୁ ରାଜ୍ୟ ଅର୍ଥନୀତି ଉପରେ ପଡ଼ିଛି ବଡ଼ ପ୍ରଭାବ । ଗୋଟିଏ ଦିନର ବନ୍ଦ ଫଳରେ ୧୫୦୦ କୋଟି ଟଙ୍କା କ୍ଷତି ସହିଛି ଓଡ଼ିଶା।ବିଶେଷ କରି ପରିବହନ କ୍ଷେତ୍ରରେ ହୋଇଛି ସବୁଠୁ ଅଧିକ କ୍ଷତି । ଏନେଇ ମତ ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ ରାଜୀବ ସାହୁ ।

What's Your Reaction?

like

dislike

love

funny

angry

sad

wow