ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

Jun 25, 2024 - 11:10
Jun 25, 2024 - 11:11
 0  7
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଓଡିଶାରେ ମୌସୁମୀ ସକ୍ରୀୟ ରହିଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏଥିସହ ୨୬ରୁ ୨୮ ତିନି ଦିନ ପାଇଁ ଜାରି କରାଯାଇଛି ହଳଦିଆ ସତର୍କତା । ତେବେ ସାରା ରାଜ୍ୟରେ ଜୁନ୍ ୧ରୁ ଏପର୍ଯ୍ୟନ୍ତ ୨୪ ଜିଲ୍ଲାରେ ରେକର୍ଡ କରାଯାଇଛି  ନିଅଂଟିଆ ବର୍ଷା ।

What's Your Reaction?

like

dislike

love

funny

angry

sad

wow