ଦେଶର ୧୦୦ରୁ ଅଧିକ ସ୍କୁଲକୁ ବୋମା ଧମକ

More than 100 schools across the country have received bomb threats via email, prompting high alert. In Delhi alone, over 50 schools got bomb threat emails, resulting in bomb squads being deployed and search operations being conducted at the affected schools. Police are actively investigating the source of these threats. Similarly, over 40 schools in Bengaluru also received such threats today.

Jul 18, 2025 - 14:42
 0  3
ଦେଶର ୧୦୦ରୁ ଅଧିକ ସ୍କୁଲକୁ ବୋମା ଧମକ

ଦେଶର ୧୦୦ରୁ ଅଧିକ ସ୍କୁଲକୁ ମିଳିଛି ବୋମା ଧମକ।ଫଳରେ ବିଭିନ୍ନ ସ୍ଥାନରେ ଜାରି କରାଯାଇଛି ଉଚ୍ଚସତର୍କତା। କେବଳ ଦିଲ୍ଲୀର ୫୦ରୁ  ଅଧିକ ସ୍କୁଲକୁ ଇମେଲରେ ବୋମା ଧମକ ମିଳିବା ପରେ ବିଭିନ୍ନ ସ୍ଥାନରେ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ କରାଯିବା ସହ ଧମକ ମିଳିଥିବା ସ୍କୁଲରେ ଜାରି ରହିଛି ତଲାସି ଅଭିଯାନ। ଇମେଲ ଧମକ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ।ସେହିପରି  ଆଜି ବେଙ୍ଗାଳୁରୁର ୪୦ରୁ ଅଧିକ ସ୍କୁଲ ବି ଆସିଛି ବୋମା ଧମକ।

What's Your Reaction?

like

dislike

love

funny

angry

sad

wow