ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ୩ ଦୁର୍ବୃତ୍ତ
In Puri district's Nimapada Balanga area, a +2 girl student from Baia village was set on fire by miscreants. According to reports, while the minor girl was on her way to a friend's house on a bicycle, three youths intercepted her on the road, poured petrol on her, and set her ablaze. The victim, in critical condition, has been shifted to AIIMS Bhubaneswar. Balanga police are currently investigating the scene of the incident. While the recent death of an FM college girl in Balasore has already sparked outrage across the state, this fresh incident in Nimapada has raised serious concerns about women's safety. Meanwhile, Deputy Chief Minister Pravati Parida has expressed strong discontent over the incident and has instructed the police to immediately arrest the culprits.
ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆ ବରର ଜଣେ ଯୁକ୍ତ-୨ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ। ନାବାଳିକା ଜଣକ ସାଇକେଲ ରେ ସାଙ୍ଗ ଘରକୁ ଯାଉଥିବା ସମୟରେ ତାଙ୍କୁ ବାଟରେ ଅଟକାଇ ୩ ଜଣ ଯୁବକ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ମିଳିଛି ସୂଚନା।ଗୁରୁତର ଅବସ୍ଥାରେ ନାବାଳିକା ପୀଡ଼ିତାଙ୍କୁ ଭୁବନେଶ୍ବର ଏମସକୁ କରାଯାଇଛି ସ୍ଥାନାନ୍ତର। ଘଟଣା ସ୍ଥଳରେ ଛାନ ଭିନ୍ କରୁଛି ବଳଙ୍ଗା ପୋଲିସ। ଗୋଟେପଟେ ବାଲେଶ୍ବର ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ଏବେ ନିମାପଡ଼ାର ଏ ଘଟଣା ନାରୀ ସୁରକ୍ଷା ଉପରେ ସୃଷ୍ଟି କରିଛି ବଡ଼ ପ୍ରଶ୍ନବାଚୀ। ସେପଟେ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
Jangyaseni Parida