ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ

Jan 27, 2026 - 16:36
 0  3
ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ

ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହୋଇଛି ସ୍ବାକ୍ଷରିତ । ୨୦୦୭ମସିହାରୁ ଏଥିପାଇଁ ଆଲୋଚନା କରିଆସୁଛନ୍ତି ଉଭୟ ପକ୍ଷ । ବର୍ତ୍ତମାନ, ୧୮ ବର୍ଷ ପରେ,ସଫଳ ହୋଇଛି  ଏହି ପ୍ରୟାସ। ଏହା ୟୁରୋପୀୟ ସଂଘରୁ ଭାରତକୁ ଆସୁଥିବା ଅନେକ ସାମଗ୍ରୀକୁ କରିପାରିବ ଶସ୍ତା ,ଯେଉଁଥିରେ ରହିଛି ମର୍ସିଡିଜ, ବିଏମ୍ଡବ୍ଲୁ ଏବଂ ପୋର୍ଶେ ଭଳି ବିଳାସପୂର୍ଣ୍ଣ କାର,ବିମାନ, ଇଲେକ୍ଟ୍ରୋନିକ ଉପକରଣ, ରାସାୟନିକ ପଦାର୍ଥ, ଉନ୍ନତ ଚିକିତ୍ସା ଉପକରଣ ଏବଂ ଧାତୁ ସ୍କ୍ରାପ ।ଭାରତ ୟୁରୋପୀୟ ସଂଘ ଚୁକ୍ତିନାମା ଘୋଷଣା କରି ଏହାକୁ ‘ସମସ୍ତ ଚୁକ୍ତିର ଜନନୀ’ ବା ‘Mother of All Deals’ ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ  ବିଏହି ଚୁକ୍ତିନାମା।

What's Your Reaction?

like

dislike

love

funny

angry

sad

wow