୪୪ ଡିଗ୍ରିରେ ଜଳୁଛି ଝାରସୁଗୁଡ଼ା
ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଆଜି ବି ୪୪ ଡିଗ୍ରିରେ ଜଳୁଛି ଝାରସୁଗୁଡ଼ା। ୪୪.୬ ସହ ସବୁଠୁ ଉତ୍ତପ୍ତ ସହର ପାଲିଟିଛି ଝାରସୁଗୁଡ଼ା। ସେହିପରି ୪୨.୮ ସହ ସମ୍ୱଲପୁର ପାଲଟିଛି ଦ୍ୱିତୀୟ ଉତ୍ତପ୍ତ ସହର। ଆସନ୍ତା ଦୁଇ ସପ୍ତାହ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିବନି ତ୍ରାହି।ଏନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
What's Your Reaction?