ବେଙ୍ଗଲରେ ୧୫୨ରୁ ୧୧୦ରୁ ଅଧିକ ଆସନ ଜିତିବ ବିଜେପି : ଶାହ

Apr 24, 2026 - 18:17
 0  1
ବେଙ୍ଗଲରେ ୧୫୨ରୁ ୧୧୦ରୁ ଅଧିକ ଆସନ ଜିତିବ ବିଜେପି : ଶାହ

ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ଏକ  ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସେ ରେକର୍ଡ ସଂଖ୍ୟକ ମତଦାନ ପାଇଁ ମତଦାତାଙ୍କୁ ଅଭିନନ୍ଦନ ଜଣାଇବା ସହ ୧୧୦ ଆସନରେ ଭାଜପା ବିଜୟ ହାସଲ କରିବା ନେଇ କରିଛନ୍ତି ଦୃଢ଼ୋକ୍ତି। ଏଥିସହ ଏକ ଭବିଷ୍ୟବାଣୀ କରି କହିଛନ୍ତି ଯେ,ବିପୁଳ ମାତ୍ରାରେ ଭୋଟିଂ ଦର୍ଶାଉଛି , ପରିବର୍ତ୍ତନ ଚାହୁଁଛନ୍ତି ଲୋକେ । ପଶ୍ଚିମବଙ୍ଗରେ ହଟିବେ ଦିଦି। ମୁଖ୍ୟମନ୍ତ୍ରୀ ହେବେ ଭାଜପI ନେତା। ସରକାର ଆସିବା ମାତ୍ରେ ଅନୁପ୍ରେବଶକାରୀଙ୍କୁ ରୋକିବା ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶାହା।

What's Your Reaction?

like

dislike

love

funny

angry

sad

wow