ନୂଆବର୍ଷ ପାଇଁ ଭୂବନେଶ୍ୱରରେରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
prohibited, and restrictions have been imposed on playing music systems after 12 midnight during Zero Night celebrations.
ନୂଆବର୍ଷ ପାଳନ ପାଇଁ ରାଜଧାନୀ ଭୂବନେଶ୍ୱରରେରେ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ସୁରକ୍ଷା ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ହେବେ ନିୟୋଜିତ। ଏପରିକି ଜିରୋ ନାଇଟ୍ ଉତ୍ସବ ବେଳେ ଯେପରି କୌଣସି ଅଘଟଣ ନ ଘଟିବ ଏବଂ ଅପରାଧକୁ ପ୍ରତିହତ କରିବାକୁ ଦ୍ୱୈତ୍ୱନଗରୀ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରର ସମସ୍ତ ପୋଲିସ ଅଧିକାରୀଙ୍କୁ କରାଯାଇଛି ସତର୍କ ।ରାସ୍ତାରେ କୌଣସି ପ୍ରକାର ଉତ୍ସବ ପାଳନକୁ ବାରଣ କରାଯାଇଥିବାବେଳେ ଜିରୋ ନାଇଟ୍ ସେଲିବ୍ରେଶନ୍ ପାଇଁ ରାତି ୧୨ଟା ପରେ ମ୍ୟୁଜିକ ସିଷ୍ଟମ ବାଜିବା ଉପରେ ଜାରି କରାଯାଇଛି କଟକଣା।
What's Your Reaction?