ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ

Amid political instability, former Prime Minister of Bangladesh and Chairperson of the Bangladesh Nationalist Party (BNP), Khaleda Zia, has passed away. She had been undergoing treatment for multiple ailments for the past several days and breathed her last today at Evercare Hospital. On Monday, her nomination papers were filed from the Bogura-7 constituency, as she was preparing to contest the general elections. Following her demise, Prime Minister Narendra Modi expressed his condolences and remembered her contributions. After Khaleda Zia’s death, discussions are underway that her son Tarique Rahman may take charge of the party.

Dec 30, 2025 - 13:38
 0  3
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ

ରାଜନୈତିକ ଅସ୍ଥିରତା ମଧ୍ୟରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷା ଖାଲିଦା ଜିୟାଙ୍କ ପରଲୋକ । ଗତ କିଛି ଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବାବେଳେ ଆଜି ଏଭକେୟାର ହାସପାତାଳରେ ତାଙ୍କର ହୋଇଛି ମୃତ୍ୟୁ ।ସୋମବାର ବୋଗୁରା-୭ ନିର୍ବାଚନମଣ୍ଡଳୀରୁ ଖାଲିଦାଙ୍କ ନାଁରେ ଦାଖଲ କରାଯାଇଥିଲା ପ୍ରାର୍ଥୀପତ୍ର  । ସାଧାରଣ ନିର୍ବାଚନ ଲଢିବା ପାଇଁ ସେ ହେଉଥିଲେ ପ୍ରସ୍ତୁତ  । ତେବେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ଅବଦାନକୁ ମନେ ପକାଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଖାଲିଦାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ତାରିକ ରେହମାନ ପାର୍ଟିକୁ ସମ୍ଭାଳିବେ ବୋଲି ହେଉଛି ଚର୍ଚ୍ଚା।

What's Your Reaction?

like

dislike

love

funny

angry

sad

wow