ନେପାଳର ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

Bangladesh-like events have repeated in Nepal. Finally, Nepal’s Prime Minister K.P. Sharma Oli has resigned. Even after the ban on social media was lifted, violence did not stop. Protesters, out of control, set fire to the Parliament building. Earlier, the Home Minister, Agriculture and Livestock Development Minister, and Health Minister had already resigned. Notably, Gen-Z youth had taken to the streets in protest against the social media restrictions. In response, the government had withdrawn the decision. Meanwhile, India has issued guidelines over the violence in Nepal, advising its citizens to remain cautious.

Sep 9, 2025 - 14:55
 0  24
ନେପାଳର ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

ନେପାଳରେ ବାଂଲାଦେଶ ଘଟଣାର ହେଲା ପୁନରାବୃତ୍ତି। ଶେଷରେ ଇସ୍ତଫା ଦେଲେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି।ସାମାଜିକ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ହଟିବା ପରେ ବି ନେପାଳରେ ଥମିନି ହିଂସା ।ସଂସଦ ଭବନରେ ନିଆଁ ଲଗାଇ ଦେଇଛନ୍ତି  ନିୟନ୍ତ୍ରଣ ବାହାରେ ଥିବା ପ୍ରଦର୍ଶନକାରୀ। ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି ଗୃହମନ୍ତ୍ରୀ , କୃଷି ଏବଂ ପଶୁପାଳନ ବିକାଶ ମନ୍ତ୍ରୀ  ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ । ସୂଚନାଯୋଗ୍ୟ  ନେପାଳରେ, ସାମାଜିକ ଗଣମଆଧ୍ଯମ ପ୍ରତିବନ୍ଧକ ବିରୋଧରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଥିଲେ ଜେନ୍-ଜେଡ୍ ବା ଯୁବଗୋଷ୍ଠୀ ।ଏହାକୁ ଦୃଷ୍ଟି ରଖି ପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଥିଲେ ସରକାର ।ଅନ୍ୟପଟେ ହିଂସାକୁ ନେପାଳ ନେଇ ମାର୍ଗଦର୍ଶିକା ଜାରି କରିଛି ଭାରତ, ନିଜ ନାଗରିକଙ୍କୁ ସତର୍କ ରହିବାକୁ ଦେଇଛି ପରାମର୍ଶ।

What's Your Reaction?

like

dislike

love

funny

angry

sad

wow