କିଶୋରୀଙ୍କୁ ମିଳିବ ଜରାୟୁ କର୍କଟ ଟୀକା

Feb 25, 2026 - 17:16
 0  1
କିଶୋରୀଙ୍କୁ ମିଳିବ ଜରାୟୁ କର୍କଟ ଟୀକା

କିଶୋରୀଙ୍କୁ ମିଳିବ ଜରାୟୁ କର୍କଟ ଟୀକା । ସାରା ଦେଶରେ ଆସନ୍ତା ଫେବ୍ରୁଆରୀ ୨୮ରେ ଏନେଇ ଆରମ୍ଭ ହେବ ଟୀକାକରଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ମଧ୍ୟ ଏନେଇ କାର୍ଯ୍ୟକ୍ରମ ହାତକୁ ନେବେ ରାଜ୍ୟ ସରକାର ।  ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।୧୪ ବର୍ଷ ଯାଏଁ ଝିଅଙ୍କୁ ଦିଆଯିବ ଏକକ ମାତ୍ରା । ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ତିନୋଟି ମାତ୍ରା ଦିଆଯିବ ।  ଏ ନେଇ ମାର୍ଗଦର୍ଶିକା ଆଣିଛନ୍ତି ଭାରତ ସରକାର । 

What's Your Reaction?

like

dislike

love

funny

angry

sad

wow