ପାକିସ୍ତାନ ଉପରେ ପୁଣି ବିଏଲଏର ଆକ୍ରମଣ ,୯୦ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ

ପାକିସ୍ତାନ ଉପରେ ପୁଣି ଆକ୍ରମଣ କରିଛି ବେଲୁଚି ସ୍ତାନ ଲିବରେସନ ଆର୍ମି। ଫଳରେ ୯୦ ଜଣ ପାକିସ୍ତାନୀ ସୈନ୍ୟଙ୍କ ହୋଇଛି ମୃତ୍ୟୁ । ନୋସକି ଜିଲ୍ଲାରେ ସେନା ଗାଡ଼ି ଉପରକୁ ନିଶାଣ କରି ହୋଇଛି ଏହି ଆତ୍ମଘାତୀ ଆକ୍ରମଣ । ଆକ୍ରମଣ ପରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି ସେନାର ବସ। ନିକଟରେ ଏକ ରେଳକୁ ଅପହରଣ କରି ପାକିସ୍ତାନ ସେନାର ଅନେକ ଯବାନଙ୍କୁ ହତ୍ୟା କରିଥିଲା ବେଲୁଚି ସ୍ତାନ ଲିବରେସନ ଆର୍ମି।
What's Your Reaction?






