ପୁଣି ଉପର ମୁହାଁ ତାତି

After a weakening of the southwest monsoon, intense heat has returned to Odisha. Coastal districts are experiencing sultry weather along with the heat. As of 11:30 AM today, the temperature recorded in the state capital Bhubaneswar was 37.4°C.

Jun 2, 2025 - 15:09
 0  23
ପୁଣି ଉପର ମୁହାଁ ତାତି

ଦକ୍ଷିଣ-ପଶ୍ଚିମ ମୌସୁମୀ ଦୁର୍ବଳ ପରେ ଓଡିଶାରେ ପୁଣି ଉପର ମୁହାଁ ତାତି। ଉପକୂଳ ଜିଲ୍ଲାରେ ତାତି ସହ ହେଉଛି ଅହସ୍ୟ ଗୁଳୁଗୁଳି। ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୭.୪ ଡିଗ୍ରି ରେକର୍ଡ ହୋଇଛି ତାପମାତ୍ରା। 

What's Your Reaction?

like

dislike

love

funny

angry

sad

wow