ପ୍ରତି ଅଗ୍ନିବୀରଙ୍କୁ ମିଳିବ ଚାକିରି: ଅମିତ ଶାହ
![ପ୍ରତି ଅଗ୍ନିବୀରଙ୍କୁ ମିଳିବ ଚାକିରି: ଅମିତ ଶାହ](https://kalingascroll.in/uploads/images/202409/image_870x_66ea7837e5b4f.jpg)
ସେନାରୁ ଆସିଥିବା ପ୍ରତି ଅଗ୍ନିବୀରଙ୍କୁ ମିଳିବ ଚାକିରି । ଦେଶରେ ସେମାନଙ୍କ ପାଇଁ କରାଯାଇଛି ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା। ହରିଆଣା ଫରିଦାବାଦ ସେକ୍ଟର ୧୨ରେ ଆୟୋଜିତ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଏପରି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)