ବଦଳିଲା କ୍ରୀଡା ପୁରସ୍କାର ନାଁ

ବଦଳିଲା କ୍ରୀଡା ପୁରସ୍କାର ନାଁ

କ୍ରୀଡା ପୁରସ୍କାରରୁ ହଟିଲା ବିଜୁ ପଟ୍ଟନାୟକଙ୍କ ନାମ ।  କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ପୁରସ୍କାର ସମ୍ମାନ। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି କ୍ରୀଡ଼ା ବିଭାଗ ।