ସମ୍ବଲପୁର ଆସିବେ ୪ ମହାବଳ

Jul 16, 2024 - 15:08
 0  2
ସମ୍ବଲପୁର ଆସିବେ ୪ ମହାବଳ

 ଦେଶର ଅନ୍ୟ ଚିଡିଆଖାନାରୁ ସମ୍ବଲପୁର ଚିଡିଆଖାନାକୁ ଆସିବେ ୪ ମହାବଳ ବାଘ । ଏନେଇ ନ୍ୟାସନାଲ ଜୁ ଅଥୋରିଟି ପକ୍ଷରୁ ମିଳିଛି ଅନୁମତି । ଅନ୍ୟପଟେ ଡେବ୍ର୍ରିଗଡକୁ ୩ ମହାବଳ ବାଘ ଆସିବା ନେଇ ମଧ୍ୟ ଅନୁମତି ଦେଇଛି ନ୍ୟାସନାଲ ଟାଇଗର କନଜରଭେସନ ଅଥୋରିଟି ବା ଏନଟିସିଏ। ସେହିପରି ବନ୍ୟପ୍ରାଣୀ ସ୍ଥାନାନ୍ତରଣ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଥିବାବେଳେ ସମ୍ବଲପୁର ଚିଡିଆଖାନାରୁ ଡେବ୍ରିଗଡ ଅଭୟାରଣ୍ୟକୁ ସ୍ଥାନାନ୍ତର ହେବେ  ୧୧୫ ହରିଣ ।

What's Your Reaction?

like

dislike

love

funny

angry

sad

wow