ପରିଚୟପତ୍ର ଦେଲେ ମିଳିବ ୫ କେଜି ଗ୍ୟାସ୍

Apr 6, 2026 - 17:12
 0  0
ପରିଚୟପତ୍ର ଦେଲେ ମିଳିବ ୫ କେଜି ଗ୍ୟାସ୍

୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ରଖିଲା ଖାଦ୍ୟ ଯୋଗାଣ ବିଭାଗ। e-KYC ହୋଇଥିଲେ ପରିଚୟପତ୍ର  ଦେଖାଇ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ କିଣିପାରିବେ ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ହେଉଥିବା ୫ କେଜି ଗ୍ୟାସ୍ ।  ତେବେ ବେଆଇନ୍ ଗଚ୍ଛିତ ସିଲିଣ୍ଡର ଓ କଳାବଜାରୀ ବିରୋଧରେ ଚଢ଼ାଉ ଜାରି ରହିବ ବୋଲି ସ୍ପଷ୍ଟ କରିଛି ବିଭାଗ ।

What's Your Reaction?

like

dislike

love

funny

angry

sad

wow