ମୋହନ ସରକାରଙ୍କୁ ପୂରିଲା ବର୍ଷେ 

On June 12, 2024, the government led by Mohan Majhi completed one year in office. The promises made during the formation of the government have been fulfilled. The Chief Minister said, “We have honored the trust the people of the state placed in us by voting us into power. We will continue to work with strong commitment in the days ahead. The promises made to the public have been fulfilled with sincerity. Our promises are not empty words. That’s why we have delivered on what we said,” stated Chief Minister Mohan Charan Majhi.

Jun 12, 2025 - 13:47
 0  2
ମୋହନ ସରକାରଙ୍କୁ ପୂରିଲା ବର୍ଷେ 

ମୋହନ ସରକାରଙ୍କୁ ପୂରିଲା ବର୍ଷେ । ୨୦୨୪ ମସିହା ଜୁନ୍‌ ୧୨ ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱଧୀନ ସରକାର ଦେଇଥିବା ପ୍ରତିଶୃତିକୁ କରିଛନ୍ତି ପୂରଣ  ।ମୂଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟବାସୀ ଯେଉଁ ଭରସାରେ ଆମକୁ ଭୋଟ୍‌ ଦେଇଥିଲେ,ଆମେ ରଖିଛୁ  ସେହି ଭରସା  । ଆଗକୁ ବି ଦୃଢ ପ୍ରତିବଦ୍ଧତାର କାର୍ଯ୍ୟ ଜାରି ରଖିବୁ। ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତିକୁ ବାସ୍ତବତାର ସହ ପୂରଣ କରିଛୁ । ଆମ ପ୍ରତିଶୃତି ପାଣିର ଗାର ନୁହେଁ । ତେଣୁ ଆମେ କଥା ଦେଇ କଥା ରଖିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

What's Your Reaction?

like

dislike

love

funny

angry

sad

wow