ରାଜ୍ୟରେ ବୁଲିବ ବିକାଶ ବାହନ

Today, Chief Minister Mohan Charan Majhi inaugurated the state-level Bikash Bahana (Development Vehicle). Starting today until June 21, this vehicle will travel across 314 blocks of the state. It will also reach 5 municipal corporations and 115 urban local bodies to raise awareness. The Bikash Bahana will disseminate messages on women's empowerment, youth power, farmers’ welfare, social commitment, Subhadra Yojana, backward class protection, input assistance, and more. The main objective of this initiative is to spread awareness among the people regarding various government schemes.

Jun 12, 2025 - 15:04
 0  2
ରାଜ୍ୟରେ ବୁଲିବ ବିକାଶ ବାହନ

ଆଜି ରାଜ୍ୟସ୍ତରୀୟ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଜୁନ୍‌ ୨୧ ଯାଏ ରାଜ୍ୟର ୩୧୪ଟି ବ୍ଲକରେ ଗଡ଼ିବ ଏହି ବାହନ।ଏଥିସହିତ ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବି ଏହି ଯାନ ବୁଲି କରିବ ସଚେତନ । ନାରୀ ଶକ୍ତି, ଯୁବ ଶକ୍ତି, ଅନ୍ନଦାତା, ସାମାଜିକ ପ୍ରତିବଦ୍ଧତା, ସୁଭଦ୍ରା ଯୋଜନା, ପଛୁଆ ବର୍ଗ ସଂରକ୍ଷଣ,  ଇନପୁଟ ସହାୟତା ଭଳି  ବିଭିନ୍ନ  ବାର୍ତ୍ତା ବାଣ୍ଟିବ ଏହି ବିକାଶ ବାହନ ।  ସରକାରୀ ଯୋଜନା ସମ୍ବନ୍ଧରେ ଲୋକକଙ୍କୁ ସଚେତନତା କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। 

 

What's Your Reaction?

like

dislike

love

funny

angry

sad

wow