ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା
A major plane crash near Ahmedabad Airport in Gujarat. According to reports, the accident occurred due to a mechanical failure in the aircraft's engine. The aircraft was carrying 242 passengers along with 12 crew members. It is being speculated that former Gujarat Chief Minister Vijay Rupani was also on board this flight. As per initial information, Air India flight AI-171 had arrived in Ahmedabad from Indira Gandhi International Airport in Delhi. After a brief stopover, it was scheduled to take off for London. The flight was airborne around 1:30 PM from Ahmedabad towards London when it crashed due to a sudden descent.

ଗୁଜୁରାଟ ଅହମ୍ମଦାବାଦ ବିମାନବନ୍ଦର ନିକଟରେ ବଡ଼ ଧରଣର ବିମାନ ଦୁର୍ଘଟଣା । ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ମିଳିଛି ସୂଚନା।ବିମାନରେ ୧୨ ଜଣ କ୍ରୁ ସଦସ୍ୟଙ୍କ ସହ ଥିଲେ ୨୪୨ ଜଣ ଯାତ୍ରୀ। ତେବେ ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଯାତ୍ରା କରୁଥିବା ହେଉଛି ଚର୍ଚ୍ଚା।ପ୍ରାଥମିକ ସୂଚନା ମୁତାବକ, ପ୍ରଥମେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଅହମ୍ମଦାବାଦରେ ପହଞ୍ଚିଥିଲା ଏୟାର ଇଣ୍ଡିଆ AI-171 ବିମାନ । ଏଠାରେ କିଛି ସମୟ ରହି ଲଣ୍ଡନ ଅଭିମୁଖେ ଭରିଥିଲା ଉଡ଼ାଣ । ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଦିନ ପାଖାପାଖି ସାଢ଼େ ୧ଟାରେ ଉଡ଼ାଣ ଭରୁଥିବାବେଳେ ବିମାନଟି ତଳକୁ ଖସିପଡ଼ି ହୋଇଛି ଦୂର୍ଘଟଣାଗ୍ରସ୍ତ।
What's Your Reaction?






