ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ,ମୃତକଙ୍କ ମଧ୍ଯରେ ଅଛନ୍ତି ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

A tragic Air India plane crash in Ahmedabad, Gujarat, has claimed the lives of 265 people. Among the deceased is former Gujarat Chief Minister Vijay Rupani. Due to an explosion after the crash, most of the bodies were severely charred, making identification difficult. As a result, DNA testing is being conducted to confirm identities. The bodies that have been identified are being handed over to their families. Prime Minister Narendra Modi visited the injured after the incident. Union Home Minister Amit Shah stated that the fire caused by the fuel led to such extreme temperatures inside the aircraft that survival was nearly impossible. Meanwhile, the Tata Group has announced a compensation of ₹1 crore for the families of each deceased passenger. Tata will also bear all medical expenses for the injured. Reports also state that Tata will repair the medical college building that was damaged in the crash.

Jun 13, 2025 - 12:51
 0  2
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ,ମୃତକଙ୍କ ମଧ୍ଯରେ ଅଛନ୍ତି ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

ଗୁଜରାଟ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାରେ ଚାଲିଯାଇଛି ୨୬୫ ଜଣଙ୍କ ଜୀବନ।ଆଉ ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ମଧ୍ଯ ହୋଇଛି ପରଲୋକ  । ସେପଟେ ଦୁର୍ଘଟଣା ପରେ ବିସ୍ଫୋରଣ ପାଇଁ ଅଧିକାଂଶ ମୃତଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ପରିଚୟ ପାଇଁ  କରାଯାଉଛି ଡିଏନ୍‌ଏ ପରୀକ୍ଷା। ଯେଉଁ ମୃତକଙ୍କ ପରିଚୟ ମିଳିଛି, ସେମାନଙ୍କ ମୃତଦେହ ସମ୍ପର୍କୀୟଙ୍କୁ କରାଯାଉଛି ହସ୍ତାନ୍ତର  । ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇନ୍ଧନ ଜଳିବା ଯୋଗୁ ବିମାନ ଭିତରେ ତାପମାତ୍ରା ଏତେ ଅଧିକ ଥିଲା ଯେ, କେହି ବଞ୍ଚିବା ସମ୍ଭାବନା ନାହିଁ ବୋଲି କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ।ଅନ୍ୟପଟେ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛି ଟାଟା ଗୃପ। ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଟାଟା। ବିମାନ ପଡି ଭାଙ୍ଗିଥିବା ମେଡିକାଲ କଲେଜର କମ୍ପାନୀ ମରାମତି କରିବ ବୋଲି ମଧ୍ଯ ମିଳିଛି ସୂଚନା।

What's Your Reaction?

like

dislike

love

funny

angry

sad

wow