ରାଜ୍ୟରେ ସ୍ବାଭାବିକ ହେଲା ମଣ୍ଡି

Paddy mandis in the state will now function normally. The government has accepted one of the four key demands raised by the rice millers. However, the millers have warned that if the government fails to take steps to meet the remaining demands within the next 15 days, they may launch another agitation. At present, the paddy procurement process in the state is running smoothly, informed Food Supplies Minister Krushna Chandra Patra. It may be recalled that paddy procurement had remained suspended for three days due to the millers’ agitation.

Jan 8, 2026 - 13:04
 0  17
ରାଜ୍ୟରେ ସ୍ବାଭାବିକ ହେଲା ମଣ୍ଡି

ଏଣିକି ରାଜ୍ୟରେ ସ୍ବାଭାବିକ ହେବ ମଣ୍ଡି ।ମିଲର୍ସଙ୍କ ରହିଥିବା ୪ଟି ପ୍ରମୁଖ ଦାବି ଭିତରୁ ଗୋଟିଏ ଦାବି ମାନି ନେଇଛନ୍ତି ସରକାର  । ତେବେ ଆସନ୍ତା ୧୫ଦିନ ଭିତରେ ସରକାର ଅନ୍ୟ ଦାବି ପୂରଣ ନେଇ ପଦକ୍ଷେପ ଗ୍ରହଣ ନ କଲେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇପାରନ୍ତି ବୋଲି ଚେତାବନୀ ଦେଇଛନ୍ତି ମିଲର୍ସ। ରାଜ୍ୟରେ ଏବେ ଧାନ ଉଠାଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପତ୍ର।ମିଲର୍ସମାନଙ୍କ ଆନ୍ଦୋଳନ ପାଇଁ ରାଜ୍ୟରେ ୩ଦିନ ହେବ ବନ୍ଦ ଥିଲା ଧାନକିଣା ।

What's Your Reaction?

like

dislike

love

funny

angry

sad

wow