ମାଥିଲିରେ ଡିଜେ ଗାଡ଼ି ଦୁର୍ଘଟଣା, ଜଣେ ମୃତ; ୧୦ରୁ ଅଧିକ ଆହତ
ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ୧୦ରୁ ଅଧିକ ଗୁରୁତର । ମାଲକାନଗିରି ମାଥିଲି ଅଁଳାଯୋଡି ଠାରେ ଦୁର୍ଘଟଣା । ଧର୍ମଗଡରୁ ମାଲକାନଗିରି ଅଭିମୁଖେ ଯାଉଥିଲା ଡିଜେ ଗାଡ଼ି । ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ୧୦ରୁ ଅଧିକ ଗୁରୁତର । ମାଲକାନଗିରି ମାଥିଲି ଅଁଳାଯୋଡି ଠାରେ ଦୁର୍ଘଟଣା । ଧର୍ମଗଡରୁ ମାଲକାନଗିରି ଅଭିମୁଖେ ଯାଉଥିଲା ଡିଜେ ଗାଡ଼ି । ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଜେ ଗାଡିରେ ପ୍ରାୟ ୨୫ ଜଣ ଥିଲେ । ସମସ୍ତଙ୍କୁ ମାଥିଲି ସବିଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି ।
What's Your Reaction?