ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ

In the Mahanadi water dispute case, BJD MP Sasmit Patra has written to Chief Minister Mohan Majhi requesting intervention. The hearing at the Mahanadi Tribunal is scheduled for May 2. He urged the CM to hold a meeting with the Water Resources and Law departments before that, so Odisha’s stand can be effectively presented.

Apr 25, 2026 - 16:14
 0  1
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ

ମହାନଦୀ ଜଳବିବାଦ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ମାମଲାରେ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ମହାନଦୀ ଟ୍ରିବ୍ୟୁନାଲରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ମେ ୨ ତାରିଖରେ ରହିଛି । ତା ପୂର୍ବରୁ ରାଜ୍ୟ ଜଳସମ୍ପଦ ବିଭାଗ ଏବଂ ଆଇନ ବିଭାଗ ସହ ମୁଖ୍ୟମନ୍ତ୍ରୀ ଡାକନ୍ତୁ ବୈଠକ। ଓଡ଼ିଶାର ପକ୍ଷ ଟ୍ରିବ୍ୟୁନାଲ ଆଗରେ ରଖନ୍ତୁ ଯେମିତି ମହାନଦୀ ଜଳବିବାଦ ମାମଲାର ହୋଇପାରିବ ସମାଧାନ। ନଚେତ୍ ରହିବ ନାହିଁ ଏହାର କୌଣସି ଅସ୍ତିତ୍ୱ ।

What's Your Reaction?

like

dislike

love

funny

angry

sad

wow