ବିପଜ୍ଜନକ ମୋଡ଼ରେ ରୁଷିଆ ୟୁକ୍ରେନ ଯୁଦ୍ଧ

The Russia-Ukraine war has reached an extremely dangerous phase. Russia has launched its biggest aerial attack so far targeting Ukraine’s critical infrastructure. The massive assault has created widespread destruction and panic across several Ukrainian cities. According to the Ukrainian Air Force, the attack was carried out on the nights of April 24 and 25, involving 47 missiles and 619 drones.

Apr 25, 2026 - 16:12
 0  0
ବିପଜ୍ଜନକ ମୋଡ଼ରେ ରୁଷିଆ ୟୁକ୍ରେନ ଯୁଦ୍ଧ

ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି ରୁଷିଆ ୟୁକ୍ରେନ ଯୁଦ୍ଧ। ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ନିଶାଣ କରି ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିମାନ ଆକ୍ରମଣ କରିଛି ରୁଷିଆ ସେନା। ୟୁକ୍ରେନର ଅନେକ ସହରରେ ଧ୍ୱଂସ ଏବଂ ଆତଙ୍କର ଏକ ଭୟଙ୍କର ପରିବେଶ ସୃଷ୍ଟି କରିଛି ଏହି ଭୟଙ୍କର ଆକ୍ରମଣ। ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ଏପ୍ରିଲ ୨୪ ଏବଂ ୨୫ ତାରିଖ ରାତିରେ କରିଛି  ଏହି ବଡ଼ ଆକ୍ରମଣ । ଏକ ବିପଜ୍ଜନକ ଭାବରେ ଏକକାଳୀନ ଆକ୍ରମଣରେ ୪୭ଟି କ୍ଷେପଣାସ୍ତ୍ର ଏବଂ ୬୧୯ଟି ଡ୍ରୋନ୍ ବ୍ୟବହାର କରିଥିଲା ରୁଷିଆ ।

What's Your Reaction?

like

dislike

love

funny

angry

sad

wow