ସମର୍ଥକଙ୍କ ସହ ସମୂହ ଇସ୍ତଫା ଦେଲେ ମଣ୍ଡଳ ଦମ୍ପତି

Apr 25, 2026 - 16:11
 0  0
ସମର୍ଥକଙ୍କ ସହ ସମୂହ ଇସ୍ତଫା ଦେଲେ ମଣ୍ଡଳ ଦମ୍ପତି

ଭଦ୍ରକ ରାଜନୀତିରେ ପୁଣି ହଇଚଇ। ବିଜେଡିର ପ୍ରାଥମିକ ସଦସ୍ୟତାରୁ ସମର୍ଥକଙ୍କ ସହ ଇସ୍ତଫା ଦେଇଛନ୍ତି ମଣ୍ଡଳ ଦମ୍ପତି । ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଦେଇଛନ୍ତି ଇସ୍ତଫା ।ମୁକ୍ତିକାନ୍ତ-ମଞ୍ଜୁଲତାଙ୍କ ସହ ଦଳ ଛାଡ଼ିଛନ୍ତି ଅନେକ ଟାଣୁଆ ନେତା। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ମଣ୍ଡଳ ଦମ୍ପତିଙ୍କୁ ନିଲମ୍ବନ କରିଥିଲା ବିଜେଡି ।

What's Your Reaction?

like

dislike

love

funny

angry

sad

wow