ମୁମ୍ବାଇରେ ୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

Mumbai has broken a 107-year-old rainfall record. Due to persistent monsoon rains, several parts of the city are submerged. Transportation and air travel services have been severely disrupted. Rescue teams and administration are engaged in relief operations. Citizens have been advised to stay indoors and remain cautious. The India Meteorological Department (IMD) has issued a red alert for Mumbai and surrounding districts like Thane, Raigad, and Ratnagiri, predicting heavy to very heavy rainfall along with thunderstorms.

May 27, 2025 - 12:14
 0  17
ମୁମ୍ବାଇରେ ୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ମୁମ୍ବାଇରେ ୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା।ସଅଳ ମୌସୁମୀ ସହ ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳ ହୋଇଛି ଜଳମଗ୍ନ। ପରିବହନ ଏବଂ ବିମାନ ଚଳାଚଳ ସେବା ହୋଇଛି ବାଧାପ୍ରାପ୍ତ । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ପ୍ରଶାସନ ଓ ଉଦ୍ଧାରକାରୀ ଦଳ।ଲୋକମାନେ ଘରେ ରହିବା ସହ ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ।ଆହୁରି ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ଆକଳନ କରି ଆଇଏମ୍‌ଡି ପକ୍ଷରୁ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଜିଲା ଠାଣେ, ରାୟଗଡ଼ ଏବଂ ରତ୍ନଗିରି ପାଇଁ ଜାରି କରାଯାଇଛି ନାଲି ସତର୍କତା।

What's Your Reaction?

like

dislike

love

funny

angry

sad

wow