ରାଜ୍ୟସଭା କ୍ରସ୍ ଭୋଟିଂ ମାମଲା: ହାଇକୋର୍ଟରେ ଶୁଣାଣି, ସେପ୍ଟେମ୍ବର ୨୯କୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ
ରାଜ୍ୟସଭା କ୍ରସ୍ ଭୋଟିଂ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି। ଆଡଭୋକେଟ୍ ଜେନେରାଲ ହାଜର ହୋଇଥିବାବେଳେ କୋର୍ଟ ପ୍ରତିଜବାବ ଦାଖଲ ପାଇଁ କହିଛନ୍ତି ଏବଂ ଆସନ୍ତା ସେପ୍ଟେମ୍ବର ୨୯ରେ ପରବର୍ତ୍ତୀ ଶୁଣାଣି ହେବ।
What's Your Reaction?