ଯାଜପୁରରେ ଅଣାୟତ ଡାଇରିଆ
An uncontrolled outbreak of diarrhea is spreading in Jajpur. Reports indicate that more than 700 people have been affected across four blocks and two municipalities in the district. Some patients have already recovered and returned home. At Jajpur Road Hospital, eight new patients have been admitted today, with the total number of patients currently undergoing treatment there rising to 42. At Danagadi Hospital, seven new patients have been admitted, with 32 now under treatment. Similarly, one new patient was admitted to Korei Hospital today, bringing the current number of treated patients there to 8. While many affected individuals are gradually recovering and going home, new patients continue to be admitted to hospitals. So far, 11 people have died due to this diarrhea outbreak, according to available reports.

ଯାଜପୁରରେ ଅଣାୟତ ହେଉଛି ଡାଇରିଆ। ଜିଲ୍ଲାର ଚାରିଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ରୁ ଅଧିକ ରହିଥିବା ମିଳିଛି ସୂଚନା। ସେପଟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କିଛି ରୋଗୀ। ଯାଜପୁର ରୋଡ଼ ହାସପାତାଳରେ ଆଜି ଆଠ ନୂଆ ଆକ୍ରାନ୍ତ ଭର୍ତ୍ତି ହୋଇଥିବାବେଳେ ବର୍ତ୍ତମାନ ୪୨ ଜଣ ହେଉଛନ୍ତି ଚିକିତ୍ସିତ।ଦାନଗଦି ହାସପାତାଳରେ ଭର୍ତ୍ତି ହୋଇଛନ୍ତି ସାତ ଜଣ ନୂଆ ଆକ୍ରାନ୍ତ ।ବର୍ତ୍ତମାନ ୩୨ ଜଣ ଅଛନ୍ତି ଚିକିତ୍ସାଧିନ। ସେହିପରି କୋରେଇ ହାସପାତାଳରେ ଆଜି ଜଣେ ନୂତନ ଆକ୍ରାନ୍ତ ଭର୍ତ୍ତି ହୋଇଥିବାବେଳେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ୮ ଜଣ ।ଧୀରେ ଧୀରେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀ ମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ହାସପାତାଳକୁ ଆସୁଛନ୍ତି ନୂତନ ଆକ୍ରାନ୍ତ। ସେହିପରି ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ମିଳିଛି ସୂଚନା ।
What's Your Reaction?






