ଆଜି ଧନ ତ୍ରୟୋଦଶୀ ବା ଧନତେରସ୍

ଆଜି ହେଉଛି ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ୍। ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ରହିଛି ବିଶ୍ୱାସ। ସୁନା ଗହଣା କିଣିବା ଲାଗି ବିଭିନ୍ନ ଗହଣା ଦୋକାନରେ ନୂଆ ନୂଆ ଡିଜାଇନର ଗହଣା ସାଂଗକୁ ଗ୍ରାହକଙ୍କ ଲାଗି ରହିଛି ମନଲୋଭା ଅଫର୍।ଗତବର୍ଷ ତୁଳନାରେ ଚଳିତ ବର୍ଷ ପାଖାପାଖି ୧୭ ହଜାର ଟଙ୍କା ଉଚ୍ଚା ରହିଛି ସୁନା ଦର ।ତଥାପି ପରଂପରା ବଜାୟ ରଖିବାକୁ ସୁନା କିଣୁଛନ୍ତି ଗ୍ରାହକ। ଆଗକୁ ବିବାହ ଋତୁ ଥିବାରୁ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ଗହଣା ବ୍ୟବସାୟୀ ।
What's Your Reaction?






