ରାଜସ୍ଥାନରୁ ଆଉ ଜଣେ ପାକିସ୍ତାନୀ ଗୁପ୍ତଚର ଗିରଫ

Another Pakistani spy arrested from Rajasthan. The arrested person is Shakur Khan. He is a government employee and a former personal assistant to a senior Congress leader. Shakur has been arrested on charges of spying for Pakistan's Inter-Services Intelligence (ISI). He had reportedly visited Pakistan seven times. Shakur is being taken to Jaipur for further interrogation.

ରାଜସ୍ଥାନରୁ ଆଉ ଜଣେ ପାକିସ୍ତାନୀ ଗୁପ୍ତଚର ଗିରଫ

ରାଜସ୍ଥାନରୁ ଆଉ ଜଣେ ପାକିସ୍ତାନୀ ଗୁପ୍ତଚର ଗିରଫ । ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ଶାକୁର ଖାଁ ।ସେ ଜଣେ ସରକାରୀ କର୍ମଚାରୀ ଏବଂ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ । ଶାକୁରଙ୍କୁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ ବା ଆଇଏସଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ କରାଯାଇଛି ଗିରଫ । ୭ ଥର ପାକିସ୍ତାନ ବି ଯାଇଥିଲା ଶାକୁର । ଶାକୁରଙ୍କୁ ଅଧିକ ପଚରାଉଚରା ପାଇଁ ନିଆଯାଉଛି ଜୟପୁର ।