ଓଡ଼ିଶାରେ ଆସିବ ଏଆଇ ନୀତି
Odisha to become the first state in the country to introduce an AI policy. The State Cabinet has approved the AI Policy 2025. In the current financial year's budget, a provision of ₹20 crore has been made for the implementation of the AI policy. If required, additional funds will be allocated in the supplementary budget. The policy aims to promote data collection, innovation, and data-driven decision-making based on Artificial Intelligence, contributing to the socio-economic development of the state. Using AI, people will be able to access various types of information by giving voice commands in Odia language. The AI policy will be used to streamline government service delivery and will have applications in various sectors such as education, healthcare, agriculture, and women and child development. The policy is also expected to generate widespread employment in the information and technology sector, said the Minister for Information and Technology.

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆସିବ ଏଆଇ ନୀତି । ରାଜ୍ୟ କ୍ୟାବିନେଟ୍ରେ ଏଆଇ ନୀତି ୨୦୨୫କୁ ମିଳିଛି ଅନୁମୋଦନ । ଚଳିତ ଆର୍ଥିକ ବର୍ଷ ବଜେଟରେ ଏଆଇ ନୀତି ପାଇଁ ବି ରହିଛି ୨୦ କୋଟି ପ୍ରବଧାନ । ଆବଶ୍ୟକ ପଡିଲେ ସପ୍ଲିମେଣ୍ଟାରୀ ବଜେଟରେ ବଢିବ ଅର୍ଥ । କୃତ୍ରିମ ବୁଦ୍ଧିମତାକୁ ଆଧାର କରି ତଥ୍ୟ ସଂଗ୍ରହ, ନବସୃଜନକୁ ପ୍ରୋତ୍ସାହନ, ତଥ୍ୟ-ପରିଚାଳିତ ନିଷ୍ପତ୍ତି ସହ ରାଜ୍ୟର ସାମାଜିକ-ଆର୍ଥିକ ଉନ୍ନତି ହୋଇପାରିବ ସମ୍ଭବ । ଏଆଇ ବ୍ୟବହାର କରି ଓଡ଼ିଆ ଭାଷାରେ କମାଣ୍ଡ ଦେଇ ବିଭିନ୍ନ ପ୍ରସଙ୍ଗରେ ଜାଣିପାରିବେ ସାଧାରଣ ଲୋକେ। ସରକାରୀ ସେବା ଯୋଗାଣକୁ ଶୃଙ୍ଖଳିତ କରିବା ସହ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ମହିଳା ଓ ଶିଶୁ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ଏଆଇ ନୀତିର ହେବ ଉପଯୋଗ । ସୂଚନା ପ୍ରଦାନ କ୍ଷେତ୍ରରେ ଏଆଇ ବ୍ୟାପକ ନିଯୁକ୍ତି ମଧ୍ୟ ସୃଷ୍ଟି କରିବ ବୋଲି କହିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ।
What's Your Reaction?






