ସହଦେବ ନାୟକ ହତ୍ୟା ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ

ସହଦେବ ନାୟକ ହତ୍ୟା ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ

ସହଦେବ ନାୟକ ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଅଭିଯୁକ୍ତ ସୁଷେଇ ନାୟକ ଓରଫ ସୁଶାନ୍ତକୁ କଟକ ଜିଲ୍ଲା କାନପୁର ଥାନା ଅଂଚଳରୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ହତ୍ୟାକାଣ୍ଡ କରିବା ପରେ ନିଜ ପଲସର୍ ଗାଡିକୁ ଛାଡି ଫେରାର୍ ହୋଇଯାଇଥିଲା ସୁଷେଇ  । ଜାନୁଆରୀ ୮ ତାରିଖ ସକାଳେ ସଫେଇ କର୍ମଚାରୀ ସଭାପତି ସହଦେବ ନାୟକଙ୍କୁ ଅତି ବିଭତ୍ସ ଭାବେ କରାଯାଇଥିଲା ହତ୍ୟା ।